Thursday, 3 March 2022

ଆଜିର ଅନୁଚିନ୍ତା

🛕ଆଜିର ଅନୁଚିନ୍ତା🛕
🍁🍁🍁🍁🍁🍁🍁🍁🍁🍁🍁
ତାରିଖ - ୦୪:୦୩:୨୦୨୨ (ଶୁକ୍ରବାର)
**********************************
✤• • • • • • ✤ • • • • • • ✤• • • • • • ✤

🦋ଆମେ ନିଜେ ଯେତେ ବିଜ୍ଞ ବା ବୁଦ୍ଧିମାନ ହୋଇଥାଉ ପଛକେ, ଗୋଟେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଲାବେଳେ ଆମ ଗୁରୁଜନ ମାନଙ୍କ ସହିତ ଟିକିଏ ପରାମର୍ଶ କରିବା ହିଁ ଆମର ଉତ୍ତମ ଲକ୍ଷଣ ।

🦋ଯେପରି ବୁନ୍ଦା ବୁନ୍ଦା ପାଣି ପାତ୍ରକୁ ଭରିଦିଏ, ସେହିଭଳି ସଫଳତା କେବଳ ପ୍ରତିଦିନ ଅଳ୍ପ ଅଳ୍ପ ପଢ଼ିବା ଦ୍ୱାରା ପ୍ରାପ୍ତ ହୁଏ ।

🦋ଜୀବନରେ ଯଦି କାହାପ୍ରତି ରାଗ ବଢିଯାଏ,ତେବେ ତାଙ୍କ ପାଇଁ ମନରେ ଥିବା ଅହଂକାର ଟିକୁ କାଢ଼ି ଦିଅ,କିନ୍ତୁ ତାଙ୍କ ସହ ଥିବା ସମ୍ପର୍କକୁ ନୁହଁ ।

🦋ପଛରେ ବଦନାମ କରି ସାମ୍ନାରେ ଆସି ଆନ୍ତରିକତା ଦେଖାଇବା ଲୋକମାନଙ୍କଠାରୁ ଦୁରେଇ ରୁହନ୍ତୁ , କାହିଁକିନା ଏମାନେ ବିଷ ଠାରୁ ବି ଅଧିକ ବିଷାକ୍ତ ଆଉ ଭୟଙ୍କର ମଧ୍ୟ ହୋଇଥାନ୍ତି ।

🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
       
ଜୟ ଜଗନ୍ନାଥ🙏🏻

0 Comments:

Post a Comment

Subscribe to Post Comments [Atom]

<< Home