ଆଜିର ଅନୁଚିନ୍ତା
💌ଆଜିର ଭାଗବତ ବାଣୀ💌
🦚ତାରିଖ : ୨୬-୦୨-୨୦୨୨🦚
✤• • • • • • ✤ • • • • • • ✤• • • • • • ✤
🦋ଭଗବାନ୍ ଶ୍ରୀକୃଷ୍ଣ କହୁଛନ୍ତି :-
ଯଦି କୌଣସି ମନୁଷ୍ୟ କୁସଙ୍ଗରେ ପଡ଼ି ଅଧର୍ମପରାୟଣ ହୋଇଯାଏ, ନିଜ ଇନ୍ଦ୍ରିୟମାନଙ୍କର ଅଧୀନ ହୋଇଯାଏ, ନୀତିନିୟମ ନ ମାନି ସ୍ବେଚ୍ଛାଚରିତା ଆଚରଣ କରେ, କୃପଣ ହୋଇଯାଏ, ଲମ୍ପଟ ହୋଇଯାଏ, ପ୍ରାଣୀମାନଙ୍କୁ ଦୁଃଖ ଦିଏ ଅଥବା ବିଧିବିରୁଦ୍ଧ ପଶୁବଳି ଦେଇ ଭୂତପ୍ରେତଙ୍କୁ ପୂଜା କରେ,ତେବେ ତାକୁ ବାଧ୍ୟ ହୋଇ ଅନ୍ଧକାରମୟ ନରକରେ ପଡ଼ିବାକୁ ହୁଏ ।
।। ୧୧/୧୦/୨୭-୨୮।।
🌹🌳🔘ଶ୍ରୀ ଜଗନ୍ନାଥ ଶରଣଂ🔘🌳🌹